ଘେରାବନ୍ଦିରେ ବାଣୀବିହାର: ତିନିପାଖରେ ବସ୍ତି ପାଚେରି ବି ଦେଖାଯାଉନି

ଭୁବନେଶ୍ୱର : ବଦଳୁଛି ବାଣୀବିହାର ଚେହେରା। କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ ହୋଇଛି। ନୂଆ କୋଠା ନିର୍ମାଣ କରାଯାଇ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେଉଛି। ସେଣ୍ଟ୍ରାଲ କ୍ୟାଣ୍ଟିନ୍‌ର ନବକଳେବର ସାଙ୍ଗକୁ ବିଳାସପୂର୍ଣ୍ଣ ଆବାସସ୍ଥଳୀ ନିର୍ମାଣ ଚାଲିଛି। ଏବେ ବିଡିଏ ପକ୍ଷରୁ କ୍ୟାମ୍ପସ ଭିତର ଦେଇ ଯାଇଥିବା ପ୍ରାକୃତିକ ଡ୍ରେନ୍‌-୪ର ନିକଟ ୨୦ ଏକର ପରିମିତ ଖୋଲାସ୍ଥାନରେ ବୃକ୍ଷରୋପଣ କରାଯାଇ କଂକ୍ରିଟ୍‌ ଚେୟାର, ପଢ଼ିବାକୁ ବିସ୍ତୀର୍ଣ୍ଣ ପରିସର, ମୁକ୍ତାକାଶ ବ୍ୟାୟାମଶାଳା, ଲନ୍‌ ଆଦି … Continue reading ଘେରାବନ୍ଦିରେ ବାଣୀବିହାର: ତିନିପାଖରେ ବସ୍ତି ପାଚେରି ବି ଦେଖାଯାଉନି